...

2 views

ଶାଗୁଣା
ଇଚ୍ଛା ଯେତେ ତୋର ହେଉଛି ଶାଗୁଣା
ଖା ତୁ ଚିରି ଫାଡ଼ି
ଏତିକି ମିନତି କରୁଛି ଶାଗୁଣା
ଆଖି ଦୁଇ ଦେବୁ ଛାଡ଼ି
କେତେ ସପନ ଗଢ଼ି ଥିଲିରେ ଶାଗୁଣା
ସାକ୍ଷୀ ଏଇ ନୟନ ଦୁଇ
ତୁ ଯିବୁ ଯଦି ନାଶ କରି ଶାଗୁଣା
ସବୁ ସପନ ହେବ ଲୀନ
ସେ ସପନ ଗଢ଼ି ବା ପାଇଁ ରେ ଶାଗୁଣା
ବିତେଇଛି କେତେଦିନ

© momanakatha

Related Stories