![...](https://api.writco.in/assets/images/post/default/story-poem/normal/LOVE A.webp)
4 views
ଆବେଗ ଅଭିସାରି
ନିଛାଟିଆ ରାତିରେ
ଜହ୍ନର ଜୋଛନା ରେ
ଆବେଗର ଅଭିସାରେ
ସ୍ମୃତିର ନଦୀତିରେ
ଅତୀତ କାଗଜରେ
ଲୁହର କଲମରେ
ଲେଖେ ଆଜି କବିତା,
ତୋ କଥା ଆଉ ମୋ କଥା ---
ମଳୟ ର ମାଳାରେ
ଫଗୁଣର ଫଗୁରେ
ନିକାଞ୍ଚନ ବାଟରେ
ବରଷା ଟୋପାରେ
ଶୀତ ଭିଜା କାକରରେ
ଫୁଲ ସଞ୍ଜବେଳରେ
ଖୋଜେ ଖୋଜୁଥାଏ,
ଦେଖିବାକୁ ତୋ ଚିତ୍ରପଟ ଟା ---
© momanakatha
ଜହ୍ନର ଜୋଛନା ରେ
ଆବେଗର ଅଭିସାରେ
ସ୍ମୃତିର ନଦୀତିରେ
ଅତୀତ କାଗଜରେ
ଲୁହର କଲମରେ
ଲେଖେ ଆଜି କବିତା,
ତୋ କଥା ଆଉ ମୋ କଥା ---
ମଳୟ ର ମାଳାରେ
ଫଗୁଣର ଫଗୁରେ
ନିକାଞ୍ଚନ ବାଟରେ
ବରଷା ଟୋପାରେ
ଶୀତ ଭିଜା କାକରରେ
ଫୁଲ ସଞ୍ଜବେଳରେ
ଖୋଜେ ଖୋଜୁଥାଏ,
ଦେଖିବାକୁ ତୋ ଚିତ୍ରପଟ ଟା ---
© momanakatha
Related Stories
4 Likes
0
Comments
4 Likes
0
Comments