...

2 Reads

ଏଇ ଶୁଣ ନା
ତୁମେ କେବେ ଅନୁଭବ କରିଛ କି ନିଜକୁ
ମୋ କବିତାରେ
କେବେ ଶୁଣିଛ ମୋ ଅଭିମାନ ର କୋହ କୁ
ମୋ କବିତାରେ...ଏସ୍ ଏସ୍ ଏନେ✍️..
ଯଦି କେବେ ମୁଁ ହଜିଯାଏ ଦୁନିଆର ଭିଡ଼ରେ
ଖୋଜିନେବ ମୋତେ ମୋର ପ୍ରତ୍ୟେକ
କବିତାର ପଙ୍କ୍ତିରେ
ତୁମକୁ ଶବ୍ଦ ରେ କେମିତି ସଜେଇଛି ମୋ ସାଙ୍ଗେ
ମୋ କବିତା ମାଳା ରେ ।
ତୁମେ ବି ଆଉଥରେ ପଡିଯିବ ପ୍ରେମରେ...ଏସ୍ ଏସ୍ ଏନେ✍️..