ଅସ୍ଵିକାରଯୋଗ୍ୟ ବ୍ୟବହାର
ଆଜି ଦିନର କିଛି ଅବିସ୍ମରଣୀୟ ଘଟଣା, ଯାହା ମନରେ ଅସୁମାରୀ ପ୍ରଶ୍ନର ଢେ଼ଉ ସୃଷ୍ଟି କରୁଛି, ମନକୁ ଆନ୍ଦୋଳିତ କରୁଛି, ମନର ସ୍ଥିରତାରେ ଆଲୋଡନ ସୃଷ୍ଟି କରୁଛି । ମାନସପଟରେ ଅସରନ୍ତି ପ୍ରଶ୍ନ ଉଙ୍କି ମାରୁଛି, ସେ ପ୍ରଶ୍ନର ଉତ୍ତର ବି ପାଖରେ ନାହିଁ ।ନିଜକୁ ଦୋଷୀ ଭଳି ଲାଗୁଛି ।କିଛି ସମୟ ପୂର୍ବରୁ ପହଞ୍ଚିବା ଆଶା ନେଇ ନିଜ ସହକର୍ମୀଙ୍କ ସହ ଚାଲିଆସିବା ବି...