...

1 views

- ତୁଳସୀ ପୂଜନ ଦିବସ - ଅଭିମାନୀ ମନଟିଏ ଏସ୍ ଏସ୍ ଏନେ✍️..
ପ୍ରତ୍ୟେକ ଦେଶର ପରମ୍ପରା ଓ ସଂସ୍କୃତି ସେହି ଦେଶର ପରିଚୟ ସୃଷ୍ଟି କରିଥାଏ। ଭାରତ ବର୍ଷର ପବିତ୍ର ସନାତନ ଧର୍ମର ପରାମ୍ପରାଗତ ମାନ୍ୟତା ଅନୁସାରେ ବୈଦିକ ରୀତିରେ ତୁଳସୀ ପୂଜନ ପ୍ରତ୍ୟେକ ସନାତନୀ ମାନଙ୍କ ପରିଚୟ ସୃଷ୍ଟି କରିପାରିଛି...ଏସ୍ ଏସ୍ ଏନେ✍️..

ଶାସ୍ତ୍ରରେ ତୁଳସୀର ବିଶେଷ ମହତ୍ୱ ରହିଛି। ତୁଳସୀ ଦୁଇ ପ୍ରକାରର ରାମା ଓ ଶ୍ୟାମା ତୁଳସୀ। ଜାଣନ୍ତିକି ଏହି ଦୁଇ ତୁଳସୀରେ ଅନ୍ତର କଣ ? ଶ୍ୟାମା ତୁଳସୀ ପତ୍ର ଗଭୀର ସବୁଜ ରଙ୍ଗ କେବେ କେବେ ବାଇଗଣୀ ରଙ୍ଗରେ ଦେଖାଯାଏ। ଶ୍ୟାମା...