କିଛି ପ୍ରଶ୍ନ ପ୍ରତାରଣାର..... 💔
କେବେ ଲାଗିଥିଲା କି ଦାଗ ?
ଆମ ପ୍ରେମରେ! ତୁମ ଉପସ୍ଥିତିରେ,
କ'ଣ ପାଇଁ ?
ବିଶ୍ୱାସର ଚାଦର ତଳେ ମତେ ଶୁଆଇ
ମୋ ମଥାରେ ଲଗେଇ ଦେଇଚାଲିଗଲ କଳଙ୍କର ଦାଗକୁ।
ବୁଝିଲି! ଅତୀତରେ କହିଦେଇଥିବା ମୋର କେଇ ପଦକଥା
ତୁମକୁ ନିଶ୍ଚିତ ଆଘାତ ଦେଇଥିଲା।
ଶରୀରବିହୀନ ପ୍ରାଣର ମର୍ଯ୍ୟାଦା ତ' ଥାଏ କିନ୍ତୁ
ଜୀବିତ ଶରୀରରେ ମୃତ ପ୍ରାଣର ମର୍ଯ୍ୟାଦା ଏବେ କେମିତି ଆଉ କେଉଁଠୁ ଫେରେଇ...