...

1 views

ଗାଲୁଆମୀ ହେଲେ ବି🤣 ସତ୍ୟତା ଅଛି 🙋‍♂️....
ପ୍ରତି ମଣିଷ ଜୀବନ;
ଯଜ୍ଞରେ ବସିଥିବା ସମିଧ (ହୂମକାଠ) ଭଳି...
ଆଉ ଏଥିରେ ଆହୁତି ଉଦ୍ଦେଶ୍ୟରେ
ଢଳା ଯାଉଥିବା ଘୃତ୍ୟ (ଘିଅ) ୩ ପ୍ରକାରର!
ଯଥା :- 1) ଗୁଆ ଘିଅ
2) ଦୁର୍ଗା ଘିଅ
3) ଡାଲଡା ଘିଅ
ଗୁଆ ଘିଅ -- ଏଥିରେ ନିଜେ ଶାନ୍ତି, ପରିବାର ଶାନ୍ତି ଓ ଈଶ୍ୱର ମଧ୍ୟ୍ୟ...