...

2 views

କାଳୁ କୁକୁଡ଼ା ଚୋର
Raju: Namaskar darshak bandhu
Sulo: Are e natia puo are mo mo cycle de
Raju: kn mo mausa tame gote bullet anuna
Sulo: Hmm re sala to bapa kalia, nalia, dhala yojana ru paisa paila sala gote cycle kini parunu kahila kn na bullet ana
Natia: Kn heichi sala budha chup Kar
ସୁଲ ପୁଅ: ତମ କଥା କଥା , ଆମ କଥା ଫଟା ବତା ।(କାଳୁ)
ସୁଲ: ବା କାଳୁ ବା କ'ଣ କହିଲୁ ମ
ରାଜୁ: ବୁଢା ତତେ ଶୁଭୁନି କି
କାଳୁ: ଦେଖି କି କଥା କହ ମୋ ମାମୁ ଘର ବାଲେଶ୍ଵର
(କମେଡି ହିରୋ ଜଟିଆ ର ଏଣ୍ଟ୍ରି)
ଜଟିଆ: ମା ରାଣ ଫୁଲ ବୋବାଲ , କାଳୁ ଆମ କୁକୁଡ଼ା କାଇଁ?
କାଳୁ: କୋଉ କୁକୁଡ଼ା
ଜଟିଆ: ମୋ ଭାଇ କହିଲା ତୁ କଣ ଆମ କୁକୁଡ଼ା ଧରି ଆଣିଛୁ
ସୁଲ: ମୋ ପୁଅ ସେମିତି ନୁହେଁ
ନଟିଆ: ତୋ ପୁଅ ସତିଆ ଡେଶ ଟା ଆଉ
କାଳୁ: ବାପା
ସୁଲ: ଲୁଗା ସମ୍ଭାଳି କଥା କହ
ଜଟିଆ: ତମେ ଏଠି ଷଠୀ ଗାଆଣ କରନା
ନଟିଆ: ଅହ ତମେ ବୁଝୁନ
ଜଟିଆ: ମୋ ବାପା ଜଣେ ମଦୁଆ ଥିଲେ ମୁଁ ତାଙ୍କ ପୁଅ ଗାଁ ରେ ସବୁ କଥା ବୁଝେ ଆଉ ତମେ କହୁଛ ମୁଁ ବୁଝି ପାରୁ ନାହିଁ
ରାଜୁ: ଓକେ
କାଳୁ: ନାହିଁ ଆମର ମୁଣ୍ଢା ସାବୁନ
ଜଟିଆ: ଆରେ ମୋ କୁକୁଡ଼ା ଦେ
କାଳୁ: ମୋର ନେଇନାହିଁ କି ଦେବିନି
ନଟିଆ: କୋଉ କୁକୁଡ଼ା କଥା କହୁଛୁ
ରାଜୁ: ସେଇ ଯୋଉ କ କ କକ କ କରେ ତ
ଜଟିଆ: ହଁ
ରାଜୁ: ବାପା ମୁ ଚାଲାକ ହେଇ ଗଲିନି ଏଥର ମାଟ୍ରିକ ପାସ ହେବି ମୋର ବିଜୁଳି ସହ ବାହାଘର କରିଦେବ
ଜଟିଆ: ମୋ ସ୍ତ୍ରୀ ବିଜୁଳି ର ପୁଅ ଅଙ୍ଗନବାଡି ଗଲାଣି କନ ବିଜୁଳି କୁ ବାହା ହବୁ
ରାଜୁ: ବାପା କେମିତି ହେଲା
(ଗୀତ ଏମିତି କେମିତି ହେଲା)
ସୁଲ: ବାପ ପୁଅ ଯୋଉ ତାଶ ହାରିଥିଲ 50 ଟଙ୍କା ଆଜି ଯାଏଁ ଦେଲନି ତମ କୁ ସେଇଟା ପାଇଲାନି
ରାଜୁ: କଣ ହେଲା
କାଳୁ: ଅଭଦ୍ର ସେଇଟା, ଭରସା
ଜଟିଆ: ମୋ କୁକୁଡ଼ା ଦବୁ ନା ନାହିଁ ମୋ କୁକୁଡ଼ା ନେଲା ମୋ ମାଇପ ନବ ମୋର des ତା ଭି ନେଇ ଯାଉନୁ
କାଳୁ: କୋଉ des ଟା ବାକି ଅଛି
ନଟିଆ: ଶଶୁର ଘର ସମ୍ପତି
ଜଟିଆ: ଇସ କି ଆଇଁସିଆ କଥା କହୁଛ ମ
ରାଜୁ: କାଇଁ ଆଜି ଷୋମବାର
କାଳୁ: ଏ ତୁ ମୋର 5 ଟଙ୍କା ଦଉନ ଯେ
ରାଜୁ: ଭାଇ ନାହିଁ ଟା ବାପା ଦୌନାହାନ୍ତି
ନଟିଆ: ଆରେ ମୁ କଣ ତୋ ପାଖରୁ ଗଂଜେଇ ଛଡେଇ ଟାଣିଛି, ମୁ ଦେବି
ଜଟିଆ: ବାପ ପୁଅ ଏଠି ପାଲା ଚଳେଇଛ ଛିଦେଇ ଦେବୀ ଦିଙ୍ଗାରମେଇବ
କାଳୁ: ଭାଇ ବୋଧେ ଗୁଲୁଆ କମେଡି ଦେଖୁଛ
ଜଟିଆ: ନାହିଁ ମୁ ତମ ବାପ ପୁଅ ଙ୍କୁ ଦେଖୁଛି ଶଳା ଏଠି ମୋ କୁକୁଡ଼ା ନେଇ ଯାଇଛ କଥା କେମିତି କହୁଛ ବେ ଆଉ କିଏ ହେଇଥିଲେ ଚକରା ଗଡ଼ିଆ ରେ ବୁଡି ଜୀବନ ଦେଇ ସରନ୍ତାଣୀ
ନଟିଆ: ତାଙ୍କ ଗଡ଼ିଆ ସୁଖୀ ଯାଇଛି
ସୁଲ: ମୋ cycle ଦେ ରାଜୁ ଆଊ 10 ଟଙ୍କା ଦେ
ରାଜୁ: କାହିଁକି
ସୁଲ: cycle ର ଯେ ବସିଥିଲୁ
ନଟିଆ: ତାର ସେଟା cycle ନା କଣ ବେ
ସୁଲ: ହଁ ଲୋ ହଁ ମୋ ବାପା ଜଣେ ଚୋର ଥିଲେ ଏ cycle ଟା ଚୋରି କରିବାକୁ ଗୋଟେ ବର୍ଷ ଲାଗିଥିଲା
ମୁଟିଆ: ମୁ ଜଟିଆ ଭାଇ ମୁଟିଆ , ମୁ ଏଇବାଟେ ଯାଉଥିଲି ମୁ ଶୁଣିଲି ତମେ କଣ ଝଗଡା ଲାଗିଛ ଅପାଠୁଆ ଚଉଦ ପୁରୁଷ ଗଣ୍ଡ ମୂର୍ଖ
କାଳୁ: ମୁ ଜଣେ ମୁନିସି ପାଳିଟି ନାଳ ନାର୍ଦମା ସଫା କରାଳି ମୋ ସ୍ତ୍ରୀ ଅଙ୍ଗନବାଡି ରେ ଅଣ୍ଡା ଦିଏ
ଜଟିଆ: ଅଭ୍ୟାସ କରୁନ ଘର ଦବ ବାହାରେ ଅଣ୍ଡା ଦେବା ଠିକ ନୁହଁ ଆଉ କେତେ ଟେ ଛୁଆ ଫୁଟି ଲେଣି
ମୁଟିଆ: ସେ କଥା ଛାଡ କୁକୁଡ଼ା କାହିଁ
ଜଟିଆ: ଭାଇ ହେଇ କାଳୁ କୁକୁଡ଼ା ଚୋର
ମୁଟିଆ: କାହିଁ କୋଉଠି
ଜଟିଆ: ହେଇ ସୁଲ ପୁଅ କାଳୁ
ମୁଟୁଆ: ସେ ନୁହଁ ବାୟା ବୁଢା କୁକୁର କାଳୁ





© Ashok life brighter