...

1 Reads

ଯାତ୍ରା ଏବେ ଶେଷ ପ୍ରାୟ !
ଆଗକୁ କରଞ୍ଜିଆ , ତା'ପରେ ସିଙ୍ଗଡା ଓ ପରେ ସୃକୁଳି -
ମୁଁ ପାରେଇ ଯିବି ଧିରେଧିରେ ସବୁ ରହଣିସ୍ଥଳ...ଏସ୍ ଏସ୍ ଏନେ✍️..
ତୁ ଏଥର ବୁଜିଦେ ଆଖି ,
ଫେରେଇ ନେ' ସବୁ ଆଡମ୍ବର
ଓ ଛାତିତଳେ କୁହୁଳୁଥିବା ଆଲିଙ୍ଗନକୁ
ଚାପିଧରି ଶୋଇଯା' ନିଶ୍ଚିନ୍ତରେ...ଏସ୍ ଏସ୍ ଏନେ✍️..