...

1 Reads

ଜୀବନ ର ଅପରାହ୍ନ ରେ ଥକି ପଡ଼ିଥିବା ପଥିକଟେ ହେଉ କିମ୍ବା ଛଳନା ର ରାତିରେ ଭାଙ୍ଗି ପଡ଼ିଥିବା ଭାବୁକ ଟେ ହେଉ , ସବୁ ର ପରିଶେଷ ରେ ପୁଣି ଥରେ ଚାଲିବା ପାଇଁ ହେଉ କିମ୍ବା ଜହ୍ନ ରାତି ରେ ବସି ଭାବିବା ପାଇଁ ହେଉ , ସାହାରା ସାଜିଥାଏ ସେହି ସ୍ମୃତି , ଆଉ ସ୍ମୃତି କୁ ସାଇତି ରଖିବା ଜଣେ ଚିତ୍ରକାର ଠାରୁ ଅଧିକ ଭଲ ରେ କିଏ ବା ଜାଣିଛି ଆଉ...ଏସ୍ ଏସ୍ ଏନେ✍️..