1 Reads
ସବୁ ଜାଣି ଜାଣି କାହିଁକି କେଜାଣି
ଜୀବନକୁ ଦିଏ ଜାଳି...ଏସ୍ ଏସ୍ ଏନେ✍️..
ସବୁ ବୁଝି ବୁଝି ତଥାପି ତୋ ପାଇଁ ,
ଲୁହ ଧାରେ ହୁଏ ଢାଳି...ଏସ୍ ଏସ୍ ଏନେ✍️..
ତୁ ଏକା ଜାଣିଛୁ ଜୀବନରେ ତୋତେ
କେବେ ଭୁଲିପାରିବିନି...ଏସ୍ ଏସ୍ ଏନେ✍️..
ତୁ ନିଶ୍ଚେ ବୁଝିଛୁ ତୋହର ବ୍ୟତିତ ,
ମୋ ମନେ କେହି ଆସିନି...ଏସ୍ ଏସ୍ ଏନେ✍️..
ସେଥିପାଇଁ ବୋଧେ ହୃଦୟକୁ ବାଧେ
ତୋ କଥା ପଡିଲେ ମନେ...ଏସ୍ ଏସ୍ ଏନେ✍️..
ତୋର କଥା ଭାବି ବୁଲୁଅଛି ନିତି ,
ବିରହ ଗୋଲାପ ବନେ...ଏସ୍ ଏସ୍ ଏନେ✍️..
( ୨ )
-- ©© --