2 Reads
ପ୍ରତ୍ୟୁଷ ର ରବି କିରଣ
ଧରଣୀ କୁ ଯେବେ ଚୁମେ...ଏସ୍ ଏସ୍ ଏନେ✍️..
ମନେ ମନେ ମୁଁ କାହିଁ
ତୁମ କଥା ବସି ଭାବେ।
ଘନ ଅନ୍ଧାର ଅପସରି ଯାଏ
ଫର୍ଚା ଦିଶେ ନିଳ ଅମ୍ବର...ଏସ୍ ଏସ୍ ଏନେ✍️..
ଦୂର ଦିଗନ୍ତ ର ପଥକୁ
ଚାହିଁ ବସିଥାଏ ମୁଁ ଯେ।
ଦୂର ପାହାଡ଼ ସଞ୍ଜରେ ଜେବେ
ମେଘର ଆସର ଜମେ...ଏସ୍ ଏସ୍ ଏନେ✍️..
ନୀଡ଼ ଫେରା ପକ୍ଷୀ
କୋଳା ହଳେ ସ୍ୱରେ
ତୁମ ଫେରିବା ସନ୍ଦେଶ ଦେବେ...ଏସ୍ ଏସ୍ ଏନେ✍️..
- ଅପେକ୍ଷା