...

2 Reads

ମନା ତୁ କରିଲେ ଭାଙ୍ଗି ଯିବ ମୋ ମନ
ଜୀବନ ମରଣ ହେବ ସବୁ ସମାନ...ଏସ୍ ଏସ୍ ଏନେ✍️..
ତୁ ପରା ଅଟୁ ମୋର ଛାତି ସ୍ପନ୍ଦନ
ତୋତେ ଛାଡ଼ିଦେଲେ ଛାଡି ଯିବ ଏ ପ୍ରାଣ...ଏସ୍ ଏସ୍ ଏନେ✍️..

ଆଜି କାଇଁ ସାଥି ତୋତେ ଝୁରେ ଏ ମନ
ଭାରି ଅସହାୟ ତୋ ବିନା ଜୀବନ...ଏସ୍ ଏସ୍ ଏନେ✍️..
( ୪ )
-- ©© --