...

2 Reads

ଜହ୍ନ ଆଶା କରେ କଇଁକୁ , ଉଭୟେ ଉଭୟଙ୍କୁ ଅସୀମ ଭଲପାଆନ୍ତି ଉଭୟେ ଉଭୟଙ୍କୁ ଆଶା କରନ୍ତି ହେଲେ ଈଶ୍ବର ଦୁହିଁଙ୍କୁ ଦେଇଛନ୍ତି ଅମାପ୍ୟ ଦୂରତା। ମଣିଷ ଚାହେଁ ତାରି ଇଚ୍ଛାରେ ସବୁ ହେଉ କିନ୍ତୁ ପ୍ରକୃତରେ ଯାହା ଇଚ୍ଛାରେ ଜଗତ ଆତଯାତ ତା ଆଗରେ ମଣିଷ ବା କିଏ...ଏସ୍ ଏସ୍ ଏନେ✍️..