...

1 Reads

ମୌସୁମୀ !!
ନା ସେ ପ୍ରେମିକା...ଏସ୍ ଏସ୍ ଏନେ✍️..
ନା ସେ ନାୟିକା
ତଥାପି ତା ପାଇଁ
କାହିଁ ଲେଖିବାକୁ ଇଚ୍ଛା ହୁଏ...ଏସ୍ ଏସ୍ ଏନେ✍️..
ବର୍ଷାରେ ଭିଜି ଭିଜି
ପ୍ରେମ ପ୍ରଣୟର କବିତା...ଏସ୍ ଏସ୍ ଏନେ✍️..