...

2 Reads

ଏଠି ଆଶା ଅଛି କିନ୍ତୁ ପୂର୍ଣ୍ଣତା ନାହିଁ ,
ଏଠି ସ୍ଵପ୍ନ ଅଛି କିନ୍ତୁ ସତ୍ୟତା ନାହିଁ ,
ଏଠି ଜୀବନ ଅଛି କିନ୍ତୁ ଆନନ୍ଦ ନାହିଁ...ଏସ୍ ଏସ୍ ଏନେ✍️..
ଏଠି ବନ୍ଧୁ ଅଛି କିନ୍ତୁ ବନ୍ଧୁତା ନାହିଁ ,
ଏଠି ସମ୍ପର୍କ ଅଛି କିନ୍ତୁ ବାସ୍ତବତା ନାହିଁ...ଏସ୍ ଏସ୍ ଏନେ✍️..