...

1 Reads

- ବିରହ ଗୋଲାପ -

କାହିଁକି ଖୋଜୁଛି ତୋତେ ନିତିଦିନ
ଏମିତି ପାଗଳ ହୋଇ...ଏସ୍ ଏସ୍ ଏନେ✍️..
ଜାଣିଛି ମୋହର ଜୀବନେ ତୋହର ,
କେବେ ଫେରିବାର ନାହିଁ...ଏସ୍ ଏସ୍ ଏନେ✍️..

ତଥାପି ଝୁରିଛି ଝୁରୁଛି ଝୁରିବି
ଏଇମିତି ଶେଷଯାଏ...ଏସ୍ ଏସ୍ ଏନେ✍️..
ପ୍ରତିଟି ଲୁହରେ ଲେଖାଥିବ ତୋର ,
ବିରହର କଥାଟିଏ...ଏସ୍ ଏସ୍ ଏନେ✍️..

ଏମିତି କାନ୍ଦୁଛି କାନ୍ଦିବି ଜୀବନ
ସରିବା ଯାଏ ସଜନୀ...ଏସ୍ ଏସ୍ ଏନେ✍️..
ତଥାପି ତୋ କଥା ଜବନରେ କେବେ,
ମୁହିଁ ଭୁଲିପାରିବିନି...ଏସ୍ ଏସ୍ ଏନେ✍️..
( ୧ )