...

2 Reads

ତୁମ ବିଚ୍ଛିନ୍ନତା
..........................💔

ବିଳାସ ବାସିନୀ ବିଳାସୀ ପ୍ରିୟା ମୋ
ମନରେ ବେଦନା ଭରି ,
ଯାଇଛି ଦୁରେଇ ହୋଇ...ଏସ୍ ଏସ୍ ଏନେ✍️..
ଅବୁଝା ପ୍ରେମିକ ଅଧାଗଢ଼ା ପ୍ରେମେ
ଯାଇଛି ଆଜି ମୁଁ ହଜି ,
ତୁମରି ପ୍ରେମକୁ ଖୋଜି...ଏସ୍ ଏସ୍ ଏନେ✍️..
ତୁମେ ଗଲା ପରେ ଋତୁ ପରେ ଋତୁ
କେତେ ଋତୁ ଯାଏ ବିତି
ଶ୍ରାବଣ ମୋର ମନ କଥା ବୁଝି
ଯନ୍ତ୍ରଣା କୁ ଦିଏ ପୋଛି...ଏସ୍ ଏସ୍ ଏନେ✍️..