...

2 Reads

ତମେ ଆସିବାର ଖବରଟା ଯେବେ
ସହରଟା ଦେଲା ଜାଣି
ଅନେଇ ଥିଲା ସେ ପୁନେଇଁ ଚାନ୍ଦଟା
ତାରାଫୁଲ ଦେଲା ବୁଣି...ଏସ୍ ଏସ୍ ଏନେ✍️..
ବହକି ଉଠିଲ ମହକି ବାସିଲ
ସରମେ ଝାଉଁଳା କଢି
ତୁମ ସେ ଲାଜେଇ ମୁହଁକୁ ସଜେଇ
ଜହ୍ନ ହେଲା ଭିଡି ମୋଡି...ଏସ୍ ଏସ୍ ଏନେ✍️..
ସେଦିନୁ ଭ୍ରମରେ ତୁମରି ପ୍ରେମରେ
କଇଁ ପିଛା ଦେଲା ଛାଡି
ତୁମକୁ ଶୁଣାଇ ଗାଇଲା ସାୟରୀ
ଚାନ୍ଦିନି ଢାଳିବା ଭୁଲି...ଏସ୍ ଏସ୍ ଏନେ✍️..