...

4 Reads

ଆମ ସମାଜରେ , ଆମ ଚତୁଃପାର୍ଶ୍ଵରେ ଏମିତି କିଛି ଲୋକ ଥାଆନ୍ତି , ଯେଉଁମାନେ ଅନ୍ୟର ଖୁସି ଦେଖିପାରନ୍ତି ନାହିଁ। କିନ୍ତୁ , ଅଭିନୟ ଏମିତି କରନ୍ତି , ଯେମିତି ଆମ ଦେହରୁ ଝାଳ ବାହାରିଲେ ତାଙ୍କ ଦେହରୁ ରକ୍ତ ଝରିପଡ଼ୁଛି...ଏସ୍ ଏସ୍ ଏନେ✍️..
- ଅଭିନୟ