...

1 Reads

ବହୁବାର ମୃତ୍ୟୁ ମୋତେ ପଚାରିଛି ,
"ଆସିବି ତ ମୋର ସ୍ବାଗତ କେମିତି
କରିବୁ" ?...ଏସ୍ ଏସ୍ ଏନେ✍️..
ମୁଁ କହେ, ରାସ୍ତାରେ ଫୁଲ ବିଛେଇ ପଚାରିବି,
"ଏତେ ଡେରି କାହିଁକି ହେଲା" ?🦋...ଏସ୍ ଏସ୍ ଏନେ✍️..