...

7 Reads

ଖାଲି ମସ୍ତିଷ୍କରେ ଦୁର୍ଗୁଣ ଭରଇ
ସୁଗୁଣର ବାସ୍ନା ନାହିଁ,
ପଡିଆ ପଡିଛି ଏ ଗୋଚରଜମି
କେହି ହଳ କରିଦିଅ ଯାଇ.....
ବାଡ଼ ନ ବୁଲେଇ ବୃକ୍ଷ ତୁମେ ରୋଇ
ନାଶ ହେ କ୍ଳେଶ! ଜନ୍ମ ଯାହା ନକାରାତ୍ମକ ଚିନ୍ତାଧାରାରୁ
ସକାରାତ୍ମକ ଫୁଲ ଫୁଟିଲେ ସୁନ୍ଦର
ବାସ୍ନା ଜଣାପଡେ ଚାରିପାଖ ପରିବେଶରୁ।