...

2 Reads

ଆଜି ଅସରାଏ ବରଷି ଦେଇ ଛାଡ଼ିଗଲା। ମୁଁ ବସି ଦେଖୁଥାଏ, ଟୋପା ଟୋପା ପାଣି ଯେତେବେଳେ ମାଟିକୁ ସ୍ପର୍ଶ କରୁଥାଏ, ତାର ସୁଗନ୍ଧ ମୋର ମନକୁ ତୃପ୍ତି ପ୍ରଦାନ କରୁଥାଏ। ସତେ ଯେମିତି ମୁଁ ହଜିଯାଇଥାଏ ମୋ ଅସରନ୍ତି ଓ ଅବାସ୍ତବ ଭାବନା ରାଇଜରେ🌧️...ଏସ୍ ଏସ୍ ଏନେ✍️...