...

2 Reads

ପଚାରି ଥିଲି ଥରେ ଜହ୍ନକୁ
ଏକ ପୂର୍ଣ୍ଣିମା ରାତିରେ
ଦେବା ପାଇଁ ତୁମର ଠିକଣା
ଉତ୍ତର ତ ଦେଇ ପାରିଲାନି
ଜଳୁଥିଲା ବୋଧେ ସେ ଇର୍ଷାରେ
ଲୁଚିଗଲା ବଉଦର ଆଢ଼ୁଆଳେ
ହଜିଗଲା ତାର ଠିକଣା ||...ଏସ୍ ଏସ୍ ଏନେ✍️..
ଦେଖାହେଲା ପୁଣି ଜହ୍ନ ସହ
କିଛି ଦିନ ଅନ୍ତରାଳେ
ପଚାରିଲି ଅତି ଆଗ୍ରହରେ
ପାଇଲକି ମୋ ପ୍ରୀୟା ର ଖବର ?...ଏସ୍ ଏସ୍ ଏନେ✍️..
କହିଲା ସେ ମନ ଦୁଃଖ କରି
ତୁମ ପରି ପ୍ରୟା ବି ଉଦାସୀ
ତୁମ ବିରହରେ
ନିରୀମାଖି ମୋ କଇଁ ପରି
ଦେଖନା ' ମୁ ବି ଜଳୁଛି
ତୁମ ପ୍ରେମ ଦେଖି
ବିରହ ରେ
କଇଁ ପାଇଁ ମୋର ||...ଏସ୍ ଏସ୍ ଏନେ✍️..