...

1 Reads

ଆଜି କାଇଁ ସାଥି ତୋତେ ଝୁରେ ଏ ମନ
ଭାରି ଅସହାୟ ତୋ ବିନା ଜୀବନ...ଏସ୍ ଏସ୍ ଏନେ✍️..
କହି ମୁଁ ପାରେନା ହେଲେ ପାଉଛି ଭଲ
ଜାଣେନା ତୁ ଦେବୁ କି ନା ମୋ ପ୍ରେମ ମୂଲ...ଏସ୍ ଏସ୍ ଏନେ✍️..

ନିଜ ଠାରୁ ତୋତେ ବେଶି ଭଲ ପାଉଛି
ତୋ ପାଇଁ ସାରା ରାତି ବସି ଭାବୁଛି...ଏସ୍ ଏସ୍ ଏନେ✍️..
ସତ କହ ପ୍ରିୟା ମୋର ତୁ' କି ଜାଣୁ ନା
କରିଛି ମୁଁ ତୋତେ ପରା ମୋ ଆଖି ଆଇନା...ଏସ୍ ଏସ୍ ଏନେ✍️..
( ୩ )