...

3 Reads

ଏ ଦୁନିଆରେ ଏମିତି ନିକିତି ନାହିଁ
ତା’ ତ୍ଯାଗ ସବୁକୁ ତଉଲିବା ପାଇଁ
ଏ ଦରିଆ ସବୁରେ ନାହିଁ ସେ କ୍ଷମତା...ଏସ୍ ଏସ୍ ଏନେ✍️..
ମାପିବା ପାଇଁ ତା ପ୍ରେମର ଗଭୀରତା
ଏ ଗୋଟେ ଦିନ ତା ସ୍ନେହକୁ ବଖାଣିବା ଯଥେଷ୍ଟ ନୁହେଁ ,
ତା ଋଣ ଶୁଝିବାକୁ ତ ହଜାରେ ଜନମ ଊଣା ହୁଏ।...ଏସ୍ ଏସ୍ ଏନେ✍️..
- Happy_Mothers_Day