- ସାବିତ୍ରୀ ବ୍ରତ...ଏସ୍ ଏସ୍ ଏନେ✍️..
- ସାବିତ୍ରୀ ବ୍ରତ -
ସାବିତ୍ରୀ ଅଟଇ ମଦ୍ର ଦେଶ ରାଜା
ଅଶ୍ୱପତି ଙ୍କ ରତନ
ମାତା ସାବିତ୍ରୀ ଙ୍କ କୃପାରୁ ଜନ୍ମିଲେ
ଏପରି କନ୍ୟା ସନ୍ତାନ...ଏସ୍ ଏସ୍ ଏନେ✍️..
ତେଣୁ ତାଙ୍କ ନାମ ସାବିତ୍ରୀ ରଖିଲେ
ହୋଇ ବହୁ ଆନନ୍ଦିତ
ସ୍ନେହ ଶ୍ରଦ୍ଧା ଦେଇ ପାଳନ କରନ୍ତି
ଛୋଟ ରୁ ବଡ଼ ପର୍ଯ୍ୟନ୍ତ...ଏସ୍ ଏସ୍ ଏନେ✍️..
ବିବାହ ସମୟ ଆସି ପହଞ୍ଚିଲା
ସାବିତ୍ରୀ କଲେ ଚୟନ
ପୁତ୍ର ଥିଲେ ସିଏ ଶାଲ୍ୱ ନରେଶ ଙ୍କ
ନାମ ଥିଲା ସତ୍ୟବାନ...ଏସ୍ ଏସ୍ ଏନେ✍️..
ନାରଦ ଙ୍କ ଠାରୁ ଶୁଣି ଅଶ୍ଵପତି
ସତ୍ୟବାନ ଆୟୁ କମ
ଏକମାତ୍ର ତାଙ୍କ ଝିଅ କୁ ଦେବାକୁ
ବଳାଇଲେ ନାହିଁ ମନ...ଏସ୍ ଏସ୍ ଏନେ✍️..
ସତ୍ୟବାନ ଙ୍କୁ ସେ ବାହା ହେବାପାଇଁ
ଥିଲେ ପ୍ରତିଶୃତି ବଦ୍ଧ
ଏହି ବିବାହ କୁ ରୋକି ପାରିଲେନି
ପିତା ଅଶ୍ୱପତି ନରେଶ...ଏସ୍ ଏସ୍ ଏନେ✍️..
ସତ୍ୟବାନ ସହ ବୈଦିକ ରୀତିରେ
ତାଙ୍କ ବାହାଘର କଲେ
ସାବିତ୍ରୀ ଖୁସିରେ ସ୍ଵାମୀ ଙ୍କ ସହିତ
ମିଶିକରି ରହୁଥିଲେ...ଏସ୍ ଏସ୍ ଏନେ✍️..
ସ୍ଵାମୀ ସ୍ତ୍ରୀ ମିଶି ଜଙ୍ଗଲ କୁ ଦୁହେଁ
କାଠ କାଟିବାକୁ ଗଲେ
ଗଛରୁ କଚାଡି ପ୍ରାଣଗଲା ଛାଡ଼ି
ସାବିତ୍ରୀ କୋଳେ ଧରିଲେ...ଏସ୍ ଏସ୍ ଏନେ✍️..
ପତି ଙ୍କୁ କୋଳରେ ଧରି କରି ସତୀ
ବିକଳେ କାନ୍ଦନ୍ତି ସେଠି
ଯମରାଜ ଆସି ବିରାଜିତ ହେଲେ
ଆତ୍ମା ସଙ୍ଗେ ନେବା ପାଇଁ...ଏସ୍ ଏସ୍ ଏନେ✍️..
ସତୀ ସାବିତ୍ରୀ ପଛେ ଗୋଡାଇଲେ
ପତି ପ୍ରାଣ ଭିକ୍ଷା କରି
ଅସମ୍ଭବ କହି ଯମରାଜ ପୁଣି
ବର ଦେଲେ ଯାଚିକରି...ଏସ୍ ଏସ୍ ଏନେ✍️..
ବର ଦେଇକରି ଜନ୍ତୁପତି ଯେବେ
ଯାଉଥିଲେ ଯମପୁର
କିପରି ସମ୍ଭବ ପତି ବିନା ମୋର
ଜନ୍ମ ହେବ ପାଞ୍ଚ ପୁତ୍ର...ଏସ୍ ଏସ୍ ଏନେ✍️..
ସତୀ ସାବିତ୍ରୀ ଙ୍କ ପତିବ୍ରତା ଧର୍ମ
ଦେଖି କରି ଜନ୍ତୁରାଜ
ସତ୍ୟବାନ ଙ୍କୁ ସେ ଜୀବ ଦାନ ଦେଲେ
ଭାଙ୍ଗି ସୃଷ୍ଟି ର କବଚ୍ର...ଏସ୍ ଏସ୍ ଏନେ✍️..
ସତ୍ୟବାନ ଆଉ ସାବିତ୍ରୀ ଙ୍କ କଥା
ପୁରାଣେ ହୋଇଛି ଲିପି
ସତୀ ସାବିତ୍ରୀ ଙ୍କ ପୂଣ୍ୟ ର ବଳେ
ଜୀବନ ପାଇଲେ ଫେରି...ଏସ୍ ଏସ୍ ଏନେ✍️..
ସେଥିପାଇଁ ଆଜି ଦୁନିଆ କୁହଇ
ହୁଅ ସତୀ ପରାୟଣ
ଦୁଃଖ ର ବିନାଶ କରିବା ପାଇଁ
ଆସିବେ ଯେ ନାରାୟଣ...ଏସ୍ ଏସ୍ ଏନେ✍️..
ସବୁଦିନ ହେଉ ସାବିତ୍ରୀ ବ୍ରତ ଯେ
ପତି ସେବା କରୁଥାଅ
ଅହି ସୁଲକ୍ଷଣୀ ହୋଇ ସଂସାର ରେ
ଯଶ କୀର୍ତ୍ତି ରଖିଯାଅ...ଏସ୍ ଏସ୍ ଏନେ✍️..
ପତିକୁ ମଣଇ ଦେବତା ସମାନ
କରୁଥାଅ ତପ ଭକ୍ତି
ତାଙ୍କରି ଆଶିଷେ ହୃଦୟେ ତୁମର
ଜାତ ହେବ ତପ ଶକ୍ତି...ଏସ୍ ଏସ୍ ଏନେ✍️..
ପତି ମାନ ଆଉ ସ୍ବାଭିମାନ ପୁଣି
ପତି ଯେ ଈଶ୍ୱର ହରି
ପତି ଙ୍କ ଆଶିଷେ ପତିବ୍ରତା ହୋଇ
ରହିବ ଜଗତେ ନାରୀ...ଏସ୍ ଏସ୍ ଏନେ✍️..
ଆଜି ଭଳି ଏଇ ପୂଣ୍ୟ ତିଥିରେ
ଘେନ ମୋ ଅଭିନନ୍ଦନ
ମନ ବାଞ୍ଛା ସବୁ ପୂର୍ଣ୍ଣ ହୋଇ ଯାଉ
ଖୁସି ରେ ବିତୁ ଜୀବନ...ଏସ୍ ଏସ୍ ଏନେ✍️..
ସାବିତ୍ରୀ ଅଟଇ ମଦ୍ର ଦେଶ ରାଜା
ଅଶ୍ୱପତି ଙ୍କ ରତନ
ମାତା ସାବିତ୍ରୀ ଙ୍କ କୃପାରୁ ଜନ୍ମିଲେ
ଏପରି କନ୍ୟା ସନ୍ତାନ...ଏସ୍ ଏସ୍ ଏନେ✍️..
ତେଣୁ ତାଙ୍କ ନାମ ସାବିତ୍ରୀ ରଖିଲେ
ହୋଇ ବହୁ ଆନନ୍ଦିତ
ସ୍ନେହ ଶ୍ରଦ୍ଧା ଦେଇ ପାଳନ କରନ୍ତି
ଛୋଟ ରୁ ବଡ଼ ପର୍ଯ୍ୟନ୍ତ...ଏସ୍ ଏସ୍ ଏନେ✍️..
ବିବାହ ସମୟ ଆସି ପହଞ୍ଚିଲା
ସାବିତ୍ରୀ କଲେ ଚୟନ
ପୁତ୍ର ଥିଲେ ସିଏ ଶାଲ୍ୱ ନରେଶ ଙ୍କ
ନାମ ଥିଲା ସତ୍ୟବାନ...ଏସ୍ ଏସ୍ ଏନେ✍️..
ନାରଦ ଙ୍କ ଠାରୁ ଶୁଣି ଅଶ୍ଵପତି
ସତ୍ୟବାନ ଆୟୁ କମ
ଏକମାତ୍ର ତାଙ୍କ ଝିଅ କୁ ଦେବାକୁ
ବଳାଇଲେ ନାହିଁ ମନ...ଏସ୍ ଏସ୍ ଏନେ✍️..
ସତ୍ୟବାନ ଙ୍କୁ ସେ ବାହା ହେବାପାଇଁ
ଥିଲେ ପ୍ରତିଶୃତି ବଦ୍ଧ
ଏହି ବିବାହ କୁ ରୋକି ପାରିଲେନି
ପିତା ଅଶ୍ୱପତି ନରେଶ...ଏସ୍ ଏସ୍ ଏନେ✍️..
ସତ୍ୟବାନ ସହ ବୈଦିକ ରୀତିରେ
ତାଙ୍କ ବାହାଘର କଲେ
ସାବିତ୍ରୀ ଖୁସିରେ ସ୍ଵାମୀ ଙ୍କ ସହିତ
ମିଶିକରି ରହୁଥିଲେ...ଏସ୍ ଏସ୍ ଏନେ✍️..
ସ୍ଵାମୀ ସ୍ତ୍ରୀ ମିଶି ଜଙ୍ଗଲ କୁ ଦୁହେଁ
କାଠ କାଟିବାକୁ ଗଲେ
ଗଛରୁ କଚାଡି ପ୍ରାଣଗଲା ଛାଡ଼ି
ସାବିତ୍ରୀ କୋଳେ ଧରିଲେ...ଏସ୍ ଏସ୍ ଏନେ✍️..
ପତି ଙ୍କୁ କୋଳରେ ଧରି କରି ସତୀ
ବିକଳେ କାନ୍ଦନ୍ତି ସେଠି
ଯମରାଜ ଆସି ବିରାଜିତ ହେଲେ
ଆତ୍ମା ସଙ୍ଗେ ନେବା ପାଇଁ...ଏସ୍ ଏସ୍ ଏନେ✍️..
ସତୀ ସାବିତ୍ରୀ ପଛେ ଗୋଡାଇଲେ
ପତି ପ୍ରାଣ ଭିକ୍ଷା କରି
ଅସମ୍ଭବ କହି ଯମରାଜ ପୁଣି
ବର ଦେଲେ ଯାଚିକରି...ଏସ୍ ଏସ୍ ଏନେ✍️..
ବର ଦେଇକରି ଜନ୍ତୁପତି ଯେବେ
ଯାଉଥିଲେ ଯମପୁର
କିପରି ସମ୍ଭବ ପତି ବିନା ମୋର
ଜନ୍ମ ହେବ ପାଞ୍ଚ ପୁତ୍ର...ଏସ୍ ଏସ୍ ଏନେ✍️..
ସତୀ ସାବିତ୍ରୀ ଙ୍କ ପତିବ୍ରତା ଧର୍ମ
ଦେଖି କରି ଜନ୍ତୁରାଜ
ସତ୍ୟବାନ ଙ୍କୁ ସେ ଜୀବ ଦାନ ଦେଲେ
ଭାଙ୍ଗି ସୃଷ୍ଟି ର କବଚ୍ର...ଏସ୍ ଏସ୍ ଏନେ✍️..
ସତ୍ୟବାନ ଆଉ ସାବିତ୍ରୀ ଙ୍କ କଥା
ପୁରାଣେ ହୋଇଛି ଲିପି
ସତୀ ସାବିତ୍ରୀ ଙ୍କ ପୂଣ୍ୟ ର ବଳେ
ଜୀବନ ପାଇଲେ ଫେରି...ଏସ୍ ଏସ୍ ଏନେ✍️..
ସେଥିପାଇଁ ଆଜି ଦୁନିଆ କୁହଇ
ହୁଅ ସତୀ ପରାୟଣ
ଦୁଃଖ ର ବିନାଶ କରିବା ପାଇଁ
ଆସିବେ ଯେ ନାରାୟଣ...ଏସ୍ ଏସ୍ ଏନେ✍️..
ସବୁଦିନ ହେଉ ସାବିତ୍ରୀ ବ୍ରତ ଯେ
ପତି ସେବା କରୁଥାଅ
ଅହି ସୁଲକ୍ଷଣୀ ହୋଇ ସଂସାର ରେ
ଯଶ କୀର୍ତ୍ତି ରଖିଯାଅ...ଏସ୍ ଏସ୍ ଏନେ✍️..
ପତିକୁ ମଣଇ ଦେବତା ସମାନ
କରୁଥାଅ ତପ ଭକ୍ତି
ତାଙ୍କରି ଆଶିଷେ ହୃଦୟେ ତୁମର
ଜାତ ହେବ ତପ ଶକ୍ତି...ଏସ୍ ଏସ୍ ଏନେ✍️..
ପତି ମାନ ଆଉ ସ୍ବାଭିମାନ ପୁଣି
ପତି ଯେ ଈଶ୍ୱର ହରି
ପତି ଙ୍କ ଆଶିଷେ ପତିବ୍ରତା ହୋଇ
ରହିବ ଜଗତେ ନାରୀ...ଏସ୍ ଏସ୍ ଏନେ✍️..
ଆଜି ଭଳି ଏଇ ପୂଣ୍ୟ ତିଥିରେ
ଘେନ ମୋ ଅଭିନନ୍ଦନ
ମନ ବାଞ୍ଛା ସବୁ ପୂର୍ଣ୍ଣ ହୋଇ ଯାଉ
ଖୁସି ରେ ବିତୁ ଜୀବନ...ଏସ୍ ଏସ୍ ଏନେ✍️..