ଲକ୍ସଜରୀ_ସହର ( Luxury City )
ଲକ୍ସଜରୀ_ସହର ( Luxury City )
ଷ୍ଟ୍ରିଟଲାଇଟ୍ ର ପ୍ରଥମ ଆଲୋକରେ
ସାରା ସହରଟା ଗୋଟାପଣେ ସୁନା ପରି ,,,
କାହା ଆଖିରେ ସହରଟା ଗୋଟେ
ସୁନାଖଣି ଦେଖାଯାଉଥିବାବେଳେ
କାହା ଆଖିରେ କପଲ୍ ପ୍ଲେସ୍...ଏସ୍ ଏସ୍ ଏନେ✍️..
ହେଲେ ଜହ୍ନ କହେ ‘ସହରଟା ବୋଧେ ସୁନାପାଟ ପିନ୍ଧିଛି’
କିନ୍ତୁ ବାସ୍ତବରେ ସହର ଛାପିଛି
ଷ୍ଟ୍ରିଟଲାଇଟ୍ ର ଚୋରା ଆଲୁଅ
ଯେମିତି ବହି ଉପରେ ଛପା ମଲାଟ ପରି...ଏସ୍ ଏସ୍ ଏନେ✍️..
ଏଇ ସହରର କୋଣେ କୋଣେ
ପଚାସଢ଼ା ଅଳିଆ, ଆବର୍ଜନା
କାନ୍ଥେ କାନ୍ଥେ ପାନ ପିକ୍ ଆଉ
ଚିରା ତୁକୁଡା ପୋଷ୍ଟର୍...ଏସ୍ ଏସ୍ ଏନେ✍️..
ସହର ଚାରିପଟେ ସୀମା କାଟିଚି ଡ୍ରେନ୍ ପାଣି
ପ୍ରତି ଗଳିକନ୍ଦିରେ ବୁଲା କୁକୁର ବି ମାଷ୍ଟର୍...ଏସ୍ ଏସ୍ ଏନେ✍️..
ଏଠି ସନ୍ଧ୍ୟାହେଲେ ଦୋକାନ ଆଗରେ ଗୁଟୁକା ଜରି ,
ରାସ୍ତାକଡରେ ନଷ୍ଟ କରାଯାଇଥିବା ବାର୍ଥ ଡେ କେକ୍ ,
ଅନ୍ଧାରୁଆ ଜାଗାରେ ପେଟି ବିଅର୍ ବୋତଲ ,
ଷ୍ଟ୍ରିଟ୍ ଲାଇଟ୍ ସମାନ ସିଗାରେଟ୍ ଧୂଆଁ ଉଡୁଥିବାର ଦେଖାଯାଏ ...ଏସ୍ ଏସ୍ ଏନେ✍️..
ଅଥଚ ଅନ୍ଧାର ହେଲେ ,,,,
ଏସବୁ ସମାନ ପରି ଲାଗେ
ଅର୍ଥାତ୍ ଅନ୍ଧକାର...ଏସ୍ ଏସ୍ ଏନେ✍️..
କିନ୍ତୁ ସେଇ ଅନ୍ଧାରରେ ବି ଜହ୍ନ ଛଡା
ଜଣେ ଯିଏ ଆଲୁଅ ଦିଏ
ଏଠୁ ସେଠିକି ଉଡୁଥିବା ଜୁଳୁଜୁଳିଆ ପୋକ...ଏସ୍ ଏସ୍ ଏନେ✍️..
ଦେହରେ ଏ ରଙ୍ଗୀନ୍ ଆଲୁଅ
କିଏ ଭରିଲା କେଜାଣି ?
ଅନବରତ ରଙ୍ଗୀନ୍ ଲାଗୁଛି ।।।
ଜହ୍ନ ଠୁ ବି ଢେର୍ ଚିକ୍କଣ ,
ସହର ଠୁ ବି ଢେର୍ ଚିକ୍ ମିକ୍...ଏସ୍ ଏସ୍ ଏନେ✍️..
ପୋଲିସ ଗାଡିର ନାଲିବତୀ ଠୁ
ଦଶ ଗୁଣା ସ୍ପିଡ୍ ରେ ଦପ୍ ଦପ୍ ହୁଏ
ଆଲୁଅ ବଦଳରେ ଅନ୍ଧକାର ଆସିଲେ ବି
ସେ ସେଇଟା କୁ ବି ରଙ୍ଗୀନ୍ କରିଦିଏ...ଏସ୍ ଏସ୍ ଏନେ✍️..
ସହର ବି କେବେ ପାତରଅନ୍ତର କରିନି କାହାପ୍ରତି ...
ଉପକାରୀ ଓ ଅପକାରି ଦୁହିଁଙ୍କୁ ଆପଣେଇଛି
ଛାତିରେ ଜାବୁଡ଼ିଛି ଆଉ ଜାବୁଡିଥିବ ବି...ଏସ୍ ଏସ୍ ଏନେ✍️..
ସଭିଙ୍କୁ ଆପଣେଇଛି ବୋଲି ତ ସେ ସୁନ୍ଦର୍ ଦିଶୁଛି
ସମ୍ପର୍କ ଭଲଅଛି ବୋଲି ସଭିଏଁ
ତାକୁ ଆପଣା ବୋଲି ମାନନ୍ତି।।।
ଏମିତି କି ଛୋଟ ଛୁଆର ଜିଦ୍ ବି ସହର ମାହୋଲରେ କୁଆଡେ ଦବିଯାଏ...ଏସ୍ ଏସ୍ ଏନେ✍️..
ଏ ସହର ବି ନା ...!
ଯାହା ଆଖିରେ ଆଖି ମିଶେଇଛି
ପୋଛିଆଣିଛି ଲୁହଗଣ୍ଡା ସବୁ
ଆଉ ଯୋଗେଇଦେଇଛି ଗୋଟେ ‘ଲକ୍ସଜରୀ ଷ୍ଟାଇଲ୍ ଖୁସି’...ଏସ୍ ଏସ୍ ଏନେ✍️..