...

5 views

♥️✨ ମଧୁରତାନ✨♥️
ପ୍ରକୃତ ଜୀବନେ ବଞ୍ଚିବା ଶିଖିଛି
ପ୍ରଥମେ ମୁଁ ତୋ ଠାରୁ
ଅଚିହ୍ନା ରାସ୍ତା ରେ ଚାଲିବା ଇଚ୍ଛା ହୁଏ
ଆଉ ଥରେ ଶିଖିବା କୁ
ବନ୍ଧୁ ବୋଲି ବୋଧ ହୁଏ କୁହନ୍ତି
ଏଇ ସମ୍ପର୍କ କୁ
ଆନନ୍ଦ ର ନୂଆଁ ପ୍ରଣାଳୀ ତୋ ଠାରୁ ଶିଖି
ଚାଲେ ମୁଁ ଆଜି ଆଗକୁ
ସମ୍ପର୍କ ବୋଲି ଯେ କେତେ ସମ୍ପର୍କ
ଠେଲି ଦିଅନ୍ତି ପଛକୁ
ଅବୁଝା ଗୀତ ର ମଧୁର ତାନ ପରି
ମନେ ରଖିବୁ ଏ ବନ୍ଧୁତା କୁ
♥️💖❤️🤍♥️🧡❤️
© ଶ୍ଵେତା