ବାସ୍ ! ତୁ ହିଁ ଜରୁରୀ❤️... ଅଭିମାନୀ ମନଟିଏ ଏସ୍ ଏସ୍ ଏନେ✍️..
ଅଭିଯୋଗ ନାହିଁ କି ମତେ ପଛରେ ଛାଡି ତୁ ଆଗେଆଗେ ଚାଲୁ
ପଛକୁ ବୁଲି ନଜର ସାମନାରେ ନପାଇବା ମତେ...
ଆଉ ପୁଣି ମୋ ପାଇଁ ତୋର ବ୍ୟସ୍ତ ହେଇଯିବା ...
ବାସ୍ , ଖାଲି ସେତିକି ହିଁ ଜରୁରୀ...ଏସ୍ ଏସ୍ ଏନେ✍️..
ଅଭିଯୋଗ ନାହିଁ କି ମୋର ଭୁଲଠିକ୍ ର ବିଚାରରେ ମୋ ସହ ଯୁକ୍ତି କରୁ ।
କିନ୍ତୁ , ସେଇ ଯୁକ୍ତିରେ ଉଦାସଭରା ଚେହେରାରେ
ଆଖିରୁ ଗଡୁଥିବା ପ୍ରତି ଅଶ୍ରୁରେ ମୋର...ଏସ୍ ଏସ୍ ଏନେ✍️..
ତୁ ହାରିଯିବା ଆଉ ମୋ କାନ୍ଧରେ ମୁଣ୍ଡ ରଖି ନିଜକୁ ମୋର ବୋଲି...