...

1 views

ଶରତ
ଏଇ ଶରତ ରାତି ର ନିର୍ମଳ ଆକାଶେ, ଚିକି ମିକି ତାରକା ପୁଞ୍ଜ ହୀରକ ପ୍ରାୟ ଦିଶେ। ତୋଫା ଜହ୍ନ ଆଲୋକେ, ଶରୀରେ ଶିହରଣ ଖେଳିଯାଏ ସେଇ ପୁଲକେ। କାଶତଣ୍ଡୀ ଫୁଲ ଝୁଲି ଝୁଲି ମତୁଆଲା ହୋଇ ଗୀତ ଗାଏ, ମା'ଙ୍କ ଆଗମନ ପାଇଁ ଧରଣୀ ସଜବାଜ ହୋଇ ନାଚି ଯାଏ। ଅନେକ ସୁନ୍ଦର, ସୁଉଚ୍ଚ ତୋରଣମାନ ମା ଙ୍କ ସ୍ଵାଗତ ନିମନ୍ତେ ଉତ୍ତିଷ୍ଠ, ସୁନା ରୂପା ଖଚିତ ମେଢ଼ ମାନ ମା କୁ ବିରାଜମାନ କରିବାକୁ ଅପେକ୍ଷାରତ। ଭକ୍ତ ବୃନ୍ଦ ଙ୍କ ...