HAPPY MENSTRUALHYGIENE DAY...S S N✍️..
ମାସିକ ଋତୁସ୍ରାବ ଦ୍ୱାରା ନାରୀ ଶୁଦ୍ଧ ସମ୍ପୁର୍ଣ୍ଣ ହୋଇଥାଏ , ଅପବିତ୍ର ନୁହେଁ , ଶାସ୍ତ୍ର କହେ ....."ରଜସା ଶୁଦ୍ଧ୍ୟତେ ନାରୀ " !!....ଏସ୍ ଏସ୍ ଏନେ✍️..
କିନ୍ତୁ , ସାମାଜିକ ଏବଂ ପାରିବାରିକ ସ୍ଥିତିରେ ଜୀବନର ସତ କିଛି ଅଲଗା । ଛୋଟ ବେଳୁ ମା କୁ , ବଡ ମା କୁ ଘର ପାଖର ଅନେକ ନାରୀଙ୍କୁ ଦେଖିଛି , ମାସିକ ଋତୁସ୍ରାବ ଦ୍ୱାରା ସେ କେତେ କଷ୍ଟ ପାଆନ୍ତି ।...ଏସ୍ ଏସ୍ ଏନେ✍️..
ବର୍ଷା ହେଉ କି ଖରା , ରାତି ହେଉକି ଦିନ ଗୋବର ପକେଇ ମୁଣ୍ଡଧୋଇ ଗାଧେଇବ । ଘରର ବାହାରେ ବିନା ଖଟରେ ଅଲଗା ବିଛଣା ପାରି ଶୋଇବ ।
ଘରର ରୋଷେଇ ଘର ନିଶେଧ , ଘରର ଯାବତୀୟ ଜିନିଷ ଛୁଇଁବା ମନା । ପର୍ବ ପର୍ବାଣୀ ମନା , ଠାକୁର ଘର ମନା । ଆଃ କି କଷ୍ଟ ଭୋଗେ ନାରୀଟିଏ ଋତୁସ୍ରାବ ଦ୍ୱାରା । ବୃକ୍ଷ ଫଳ ଧରିବା ପୂର୍ବରୁ ପ୍ରଥମେ ୠତୁମତି ହୁଏ । ସେହିପରି ନାରୀ ଗର୍ଭ ଧାରଣ କରିବାକୁ ହେଲେ , ମାସିକ
ଋତୁସ୍ରାବ ଜରୁରୀ ହୋଇପଡେ ଯାହା ଈଶ୍ୱର ତାଙ୍କ ବରଦାନ ସରୂପ ଦେଇଛନ୍ତି !! ଏଥିରେ ଲଜ୍ଜା ବୋଧ ନହୋଇ ଏତେ ସବୁ ବାଛ ବିଚାରର ପରମ୍ପରା ଏଡାଇ ନାରୀ ନିଜର ଶରୀର ପ୍ରତି ଯତ୍ନ ନେବା ନିହାତି ଆବଶ୍ୟକ ।। ଘରର ପ୍ରତେକଟି ମହିଳାମାନଙ୍କ ପାଇଁ , ପୁରୁଷ ମାନେ ମଧ୍ଯ ଯତ୍ନ ବାନ ହେବା ନିହାତି ଜରୁରୀ । ନାରୀର ଏଇ ଋତୁସ୍ରାବ କଷ୍ଟ ସମୟରେ ଆଦର ଯତ୍ନ ସହିତ ସହୋଯୋଗ ସମ୍ମାନ କରିବା ଦରକାର ।...ଏସ୍ ଏସ୍ ଏନେ✍️..
ନାରୀର ମାସିକ ଋତୁସ୍ରାବ ସୃଷ୍ଟିର ଏକମାତ୍ର ମାର୍ଗ , ଆଉ ଥରେ କହି ରଖେ ଘରର କି ବାହାରର ମହିଳା ମାନଙ୍କର ଋତୁସ୍ରାବ କୁ ନେଇ ବାପା , ଭାଇ , ସ୍ୱାମୀ ଏବଂ ପୁରୁଷ ବନ୍ଧୁମାନେ ମଧ୍ଯ ଯତ୍ନବାନ ହେବା ନିହାତି ଆବଶ୍ୟକ ।...ଏସ୍ ଏସ୍ ଏନେ✍️..
❤️ ଗର୍ବରେ କୁହନ୍ତୁ ଝିଅ ଏବଂ ମା ମାନେ ❤️ ମୁଁ ଜାଣେ ନାରୀ ❤️