ସ୍ମୃତି ତୁମେ
ସ୍ମୃତି ତୁମେ...
କେବେ ପୂର୍ଣ୍ଣମିର ପୂର୍ଣ୍ଣ ଚାନ୍ଦ,
କେବେ ଅମାବାସ୍ୟାର କଳା
କିଟ୍ ମିଟ୍ ଅନ୍ଧାରୁଆ ରାତି ।
ସ୍ମୃତି ତୁମେ...
କେବେ ଚିର ଅପାସୋରା,
ଆଉ କେବେ ପାଉଁଶ
ତଳର ଲିଭା ନିଆଁ।
ସ୍ମୃତି...
କେବେ ପୂର୍ଣ୍ଣମିର ପୂର୍ଣ୍ଣ ଚାନ୍ଦ,
କେବେ ଅମାବାସ୍ୟାର କଳା
କିଟ୍ ମିଟ୍ ଅନ୍ଧାରୁଆ ରାତି ।
ସ୍ମୃତି ତୁମେ...
କେବେ ଚିର ଅପାସୋରା,
ଆଉ କେବେ ପାଉଁଶ
ତଳର ଲିଭା ନିଆଁ।
ସ୍ମୃତି...