...

6 views

ଅତୀତ
ଆ ତୋତେ ବୁଲେଇ ନେବି ସେଇ ରାଇଜ
ଯେଉଁ ରାଇଜରେ ଉଁଏ କଅଁଳ ସୁରୁଜ
ସକାଳ ହୁଏ ପକ୍ଷୀ ଡାକରେ
ସଞ୍ଜ ଫେରେ ମଳୟ ପବନେ
ମନେ ଅଛି କି ତୋର କାଶତଣ୍ଡିର ଫୁଲ...