ନିଶବ୍ଦ ସନ୍ଧ୍ୟା
ଝାପ୍ସା ସନ୍ଧ୍ୟା ର
ନିଶବ୍ଦ ରାସ୍ତା ରେ
ଘରକୁ ଲେଉଟୁ ଥିଲି ।।
ଜିବନ ର ପ୍ରତିଟି
ସଙ୍ଘର୍ଷମୟ ପରିସ୍ଥିତି ରେ
ସ୍ମିତହାସ୍ୟେ ହସୁଥିଲି ।।
ଦ଼ୁ଼ଃଖ ସବୁବେଳେ
ଶିକ୍ଷା ଦେଇ ଯାଏ
ଶିକ୍ଷିବାକୁ ଚାହୁଁ ଥିଲି ।।
ସେଥିପାଇଁ ବୋଧେ
ଦୁଃଖ କଷ୍ଟ ମଧ୍ୟେ
ଅଳ୍ପ ଅଳ୍ପ ହସୁଥିଲି ।।
ସୁଖ ଦୁଃଖର ହିସାବ ନ କରି
ଦୁଃଖ କୁ ମୁଁ ଚାହୁଁଥିଲି ।।
© ଶ୍ଵେତା