...

1 views

- ମା -...ଏସ୍ ଏସ୍ ଏନେ✍️..
ଦୁନିଆରେ ଶ୍ରେଷ୍ଠ 'ମା' ଶବଦଟି
ମାଆ ପରି କେହି ନାହିଁ
ଯେତେ ଗାଳି ମାଡ଼ ଦେଲେ ମାଆ ମୋର
କେବେ ପର କରେନାହିଁ...ଏସ୍ ଏସ୍ ଏନେ✍️..
ଅଭାବରେ ହେବେ ସଭିଏଁ ଦୂର
କେବଳ ଜଣେ ନିଜର
ସେ ଅଟେ ମାଆ ମୋର
କେତେ ଝଡ଼ ଝଞ୍ଜା ସହେ ଆମ ପାଇଁ
ପାଳଇ ଆମକୁ ଯତନେ...ଏସ୍ ଏସ୍ ଏନେ✍️..
ମାଆଠୁ ଅଧିକ ଭଲପାଇବେନି
କେହି ଆମକୁ ଏ ସଂସାରେ
ସଭିଏଁ ଅଟନ୍ତି ଏଠି ସ୍ୱାର୍ଥପର
ସ୍ୱାର୍ଥ ସରିଗଲେ ଦୂର
ମାଆର ଆଦର ସ୍ୱାର୍ଥଠୁ ଦୂର
ମାଆ ସିଏ ପରା ମୋର...ଏସ୍ ଏସ୍ ଏନେ✍️..
ଦୁନିଆରେ ଯିଏ ସବୁଠୁ ନିଜର
ତାକୁ କେବେ କରିବାନି ପର
ମାଆ ପ୍ରତି ନିଜ କର୍ତ୍ତବ୍ୟ କରିବା
କରିବାନି ନିଜ ପାଖରୁ ଦୂର ।...ଏସ୍ ଏସ୍ ଏନେ✍️..