- ଯୁଦ୍ଧ ଚାଲିଥିବା ବେଳେ - ଅଭିମାନୀ ମନଟିଏ ଏସ୍ ଏସ୍ ଏନେ✍️..
- ଯୁଦ୍ଧ ଚାଲିଥିବା ବେଳେ -
ଯୁଦ୍ଧ ଯେଉଁଠି ଆରମ୍ଭ ହୁଏ ଓ ଚାଲିଥାଏ
ତମାମ୍ ଦ୍ବେଷ ଓ ବାଦବିବାଦକୁ ଘେରି ,
ପବନ ଥମିଯାଉଥିବା ବେଳେ
ନାକରୁ ନିଶ୍ବାସ ରୋକି ହେଉଥିବା ବେଳେ
ଖଣ୍ଡେ ରୁଟିପାଇଁ ଭୋକିଲା ପେଟର କଷଣକୁ
କେଇଘଡି଼ ପାଶୋରି ଯିବାପାଇଁ ,
ଖୋଜାପଡେ ଜଣେ ବଂଶୀବାଦକର
ଯିଏ ଶୁଆଇ ଦେଇପାରେ ନିଦ୍ରାରେ ତଥା
ଲିଭାଇ ଦେଇପାରେ ମନୁ ଭୟ ଓ ଆକ୍ରୋଶର ବହ୍ନି ।
ଯୁଦ୍ଧ ଚାଲିଥିଲା ବେଳେ
ଫୁଟନ୍ତିନି ଫୁଲମାନେ , ରାତିଠୁ ଦିନର ଭୟ ଅଧିକ
ମା' ପାଟିକୁ ରୁଚେନା କିଛି , ପୁଅଯେ ଲଢ଼ୁଛି
ବକଟେନାକୁରୁ...
ଯୁଦ୍ଧ ଯେଉଁଠି ଆରମ୍ଭ ହୁଏ ଓ ଚାଲିଥାଏ
ତମାମ୍ ଦ୍ବେଷ ଓ ବାଦବିବାଦକୁ ଘେରି ,
ପବନ ଥମିଯାଉଥିବା ବେଳେ
ନାକରୁ ନିଶ୍ବାସ ରୋକି ହେଉଥିବା ବେଳେ
ଖଣ୍ଡେ ରୁଟିପାଇଁ ଭୋକିଲା ପେଟର କଷଣକୁ
କେଇଘଡି଼ ପାଶୋରି ଯିବାପାଇଁ ,
ଖୋଜାପଡେ ଜଣେ ବଂଶୀବାଦକର
ଯିଏ ଶୁଆଇ ଦେଇପାରେ ନିଦ୍ରାରେ ତଥା
ଲିଭାଇ ଦେଇପାରେ ମନୁ ଭୟ ଓ ଆକ୍ରୋଶର ବହ୍ନି ।
ଯୁଦ୍ଧ ଚାଲିଥିଲା ବେଳେ
ଫୁଟନ୍ତିନି ଫୁଲମାନେ , ରାତିଠୁ ଦିନର ଭୟ ଅଧିକ
ମା' ପାଟିକୁ ରୁଚେନା କିଛି , ପୁଅଯେ ଲଢ଼ୁଛି
ବକଟେନାକୁରୁ...