ଶାଗୁଣା
ଇଚ୍ଛା ଯେତେ ତୋର ହେଉଛି ଶାଗୁଣା
ଖା ତୁ ଚିରି ଫାଡ଼ି
ଏତିକି ମିନତି କରୁଛି ଶାଗୁଣା
ଆଖି ଦୁଇ ଦେବୁ ଛାଡ଼ି ...
ଖା ତୁ ଚିରି ଫାଡ଼ି
ଏତିକି ମିନତି କରୁଛି ଶାଗୁଣା
ଆଖି ଦୁଇ ଦେବୁ ଛାଡ଼ି ...