...

3 views

ମିଶନ :- ଅପରେସନ ରାହୁଲ... ଅଭିମାନୀ ମନଟିଏ ଏସ୍ ଏସ୍ ଏନେ✍️..
- ଯେଉଁଠି ତୁ ସେଇଠି ମୁଁ -

ମୁଁ ଭି ଲାଇଭ .. ତୁ ଭି ଲାଇଭ
ମୁଁ ଭି ଓଦାରେ .. ଆଉ ତୁ ଭି ଓଦାରେ
ମତେ ଦେଖିବାକୁ ଭିଡ .. ତତେ ଭି ଦେଖିବାକୁ ଭିଡ
ମୁଁ ଯିବି ଅଣସର ଅଭିମୁଖେ ... ତୁ ଯିବୁ ଚିକିତ୍ସା ନିମନ୍ତେ
ଓଦା ହୋଇ ମୋ ଦେହ ଖରାପ ହେବ .. ଓଦା ହୋଇ ତୋ ଦେହ ଭି ଖରାପ ହେବ ।।
ମୋ ଦେହ ମଳିନ ପଡେ ଖରାରେ .. ତୋ ଦେହ ମଧ୍ଯ ମଳିନ ପଡେ ଅନ୍ଧାରରେ ।।
ମୁଁ ତ ମୋ ପରିବାର ସାଥିରେ .. ତୁ ଖୋଜୁ ତୋ ପରିବାର କାହିଁରେ ।।
ମୋର ଆଜି ଗଜାନନ ବେଶ .. ତୁ ତ ଲାଗୁ ସତେକି କୃଷ୍ଣ ବେଶ...