...

6 views

ଆବେଗ ଅଭିସାରି
ନିଛାଟିଆ ରାତିରେ
ଜହ୍ନର ଜୋଛନା ରେ
ଆବେଗର ଅଭିସାରେ
ସ୍ମୃତିର ନଦୀତିରେ
ଅତୀତ କାଗଜରେ
ଲୁହର କଲମରେ
ଲେଖେ ଆଜି...