...

3 views

- ଛୋଟ_ମୋର_ଗାଁ_ଟି - ଏସ୍ ଏସ୍ ଏନେ✍️..
ଛୋଟ_ମୋର_ଗାଁ_ଟି
ସବୁଠୁଁ ମଧୁର ଲାଗେ ମତେ ତାର ନାଁଟି
ଛୋଟ ମୋର ଗାଁ ଟି.....।।

ଓଡ଼ିଶାର ମାନଚିତ୍ର ଅଛି ତାର ନାଁ ଟି
ଛୋଟ ମୋର ଗାଁଟି ।।

ନରିଲୋ ଅଟେ ତାର ନାଁଟି
ଛୋଟ ଆମ ଗାଁଟି ।।...ଏସ୍ ଏସ୍ ଏନେ✍️..

କେନ୍ଦ୍ରାପଡ଼ା ଜିଲ୍ଲାରେ ରଖିଛି ତା ନାଁ ଟି
ଛୋଟ ମୋର ଗାଁ ଟି ।।

ବହି ଯାଇଅଛି ଏଠି ଲୁଣା ନଦୀ ତା ନାଁ ଟି
ଛୋଟ ମୋର ଗାଁ ଟି ।।

ଦୁଇ ପାଖ ନଦୀ ମଝିରେ ଆମ ଗାଁ ଟି
ଛୋଟ ମୋର ଗାଁ ଟି ।।...ଏସ୍ ଏସ୍ ଏନେ✍️..

ନଈ ନାଳ ବଣ ବୁଦା ସବୁ ଅଛି ଏଠି
ଛୋଟ ମୋର ଗାଁ ଟି ।।

ନରିଲୋ ୟୁପି ସ୍କୁଲରେ ବାଜିଲାଣି ଘଣ୍ଟି
କୁନି କୁନି ପିଲା ହୋଇଲେଣି ଛୁଟି
ଛୋଟ ମୋର ଗାଁ ଟି ।।

ସଞ୍ଜ ହେଲେ ବାଜେ ଯାଇ ମନ୍ଦିରରେ ଘଣ୍ଟି
ଛୋଟ ମୋର ଗାଁଟି
ଛୋଟ ମୋର ଗାଁ ଟି ।।...ଏସ୍ ଏସ୍ ଏନେ✍️..