ସ୍ୱାଗତ ମହିୟସୀ ଦ୍ରୌପଦୀ ମୁର୍ମୁ ଲେଖକ :- ସୁଧାଂଶୁ ଶେଖର ନାୟକ
🌹🌹 * ସ୍ୱାଗତ ମହିୟସୀ ଦ୍ରୌପଦୀ ମୁର୍ମୁ *🌹🌹
ସୁଧାଂଶୁ ଶେଖର ନାୟକ
ଆହେ ମହିୟସୀ କରୁଛି ସ୍ୱାଗତ
ହୃଦୟ ନିଭୃତ କୋଣୁ
ଓଡ଼ିଆ ମାଟିଯେ ଧନ୍ୟହୋଇଗଲା
ମର୍ଯ୍ୟାଦା ଜାଣିଲା ଯେଣୁ ||
ପାଞ୍ଚାଳୀ ନୁହେଁ ସେ ପାଣ୍ଡଵଙ୍କ ରାଣୀ
ଦ୍ରୁପଦ ନନ୍ଦିନୀ ନୁହେଁ
ମହାଭାରତଟି ତାପାଇଁ ହୋଇନି
ଆମ ରାଷ୍ଟ୍ର ରାଣୀ ସିଏ ||
ଜଙ୍ଗଲୀ ମାଟିର ଜଙ୍ଗଲୀ ଝିଅସେ
ନାମଯେ ଦ୍ରୌପଦୀ ବହି
ପିଲାବେଳୁ ବାସ୍ନା ବିଛୁରିତ କରି
କେତେ ଦୁଃଖ ଗଲା ସହି ||
ବିଦ୍ୟାଳୟ ରୁ ଆରମ୍ଭ ନେତୃତ୍ୱ ଗୁଣ
ଦେଶ ରାଷ୍ଟ୍ରପତି ଯାଏଁ
ସାଙ୍ଗ ମୁହେଁ ହସ ଭରିଦେବା ପାଇଁ
ଦୌଡେ ହାରିଥିଲେ ସିଏ ||
ସ୍ୱାମୀ ପୁତ୍ରହାରି ଭାଙ୍ଗିଯାଇନାହିଁ
ଦୁଃଖରେ ଜଳିଛି କେତେ
ଜୀବନେ...
ସୁଧାଂଶୁ ଶେଖର ନାୟକ
ଆହେ ମହିୟସୀ କରୁଛି ସ୍ୱାଗତ
ହୃଦୟ ନିଭୃତ କୋଣୁ
ଓଡ଼ିଆ ମାଟିଯେ ଧନ୍ୟହୋଇଗଲା
ମର୍ଯ୍ୟାଦା ଜାଣିଲା ଯେଣୁ ||
ପାଞ୍ଚାଳୀ ନୁହେଁ ସେ ପାଣ୍ଡଵଙ୍କ ରାଣୀ
ଦ୍ରୁପଦ ନନ୍ଦିନୀ ନୁହେଁ
ମହାଭାରତଟି ତାପାଇଁ ହୋଇନି
ଆମ ରାଷ୍ଟ୍ର ରାଣୀ ସିଏ ||
ଜଙ୍ଗଲୀ ମାଟିର ଜଙ୍ଗଲୀ ଝିଅସେ
ନାମଯେ ଦ୍ରୌପଦୀ ବହି
ପିଲାବେଳୁ ବାସ୍ନା ବିଛୁରିତ କରି
କେତେ ଦୁଃଖ ଗଲା ସହି ||
ବିଦ୍ୟାଳୟ ରୁ ଆରମ୍ଭ ନେତୃତ୍ୱ ଗୁଣ
ଦେଶ ରାଷ୍ଟ୍ରପତି ଯାଏଁ
ସାଙ୍ଗ ମୁହେଁ ହସ ଭରିଦେବା ପାଇଁ
ଦୌଡେ ହାରିଥିଲେ ସିଏ ||
ସ୍ୱାମୀ ପୁତ୍ରହାରି ଭାଙ୍ଗିଯାଇନାହିଁ
ଦୁଃଖରେ ଜଳିଛି କେତେ
ଜୀବନେ...