- ସ୍ୱାର୍ଥପର ଦୁନିଆ -
ଇଛା ଏଠି ଧାରୁଆ ଛୁରୀ ହୋଇ କ୍ଷତାକ୍ତ
କରନ୍ତି ଏଇ ହୃଦୟ କୁ ,
ତୁମେ ବା କାହିଁ ବୁଝିବ ,...ଏସ୍ ଏସ୍ ଏନେ✍️..
ତୁମେ ତ ଚାହଁ ସ୍ମୁତି ହୋଇ ମୋ ହୃଦୟ ରେ
ସାଇତା ଆଉ ମହକ ଭରା ହୋଇ
ସତେଜ ରହିବା ପାଇଁ ,
ତୁମେ ବା କାହିଁ ମନେପକାଇବ ?...ଏସ୍ ଏସ୍ ଏନେ✍️..
ତୁମେ ଯିବା ବେଳେ ଥରେ ଅନ୍ତତଃ କହିକି ତ
ଯାଇପାରିଥାନ୍ତ ,...ଏସ୍ ଏସ୍ ଏନେ✍️..
ଏଇୟା ଭାବି ନିରବ ରହିଲ କି,କାଳେ ମୁଁ
ପ୍ରତିଶୃତି କରାଇବି ତୁମେ ନିଶ୍ଚୟ ଫେରିବ ବୋଲି
ନା ଶପଥ କରାଇବି ମତେ ନ ଭୁଲିବା ପାଇଁ...ଏସ୍ ଏସ୍ ଏନେ✍️..
ଏହାର କୌଣସି ଆବଶ୍ୟକତା ନାହିଁ ସାଥି
ତୁମକୁ ପ୍ରତିରୋଧ କରିବାର କ୍ଷମତା ନାହିଁ ମୋ ଠାରେ
କିମ୍ବା ବାଟ ଓଗାଳି ଠିଆ ହେବିନି ତୁମ ଗନ୍ତବ୍ୟ ପଥରେ....ଏସ୍ ଏସ୍ ଏନେ✍️..
ଯାଇପାର ନିର୍ଦ୍ବନ୍ଦ ରେ ତୁମେ.......
ଟିକିଏ ପଛକୁ ନ ଚାହିଁ , ଏକାନ୍ତ ସ୍ୱାର୍ଥପର ହୋଇ
ତଥାପି ଦୁଇଧାର ଅଶ୍ରୁ ସହ କେବଳ ତୁମର
ଶୁଭ ମନାସି ପାରେ 😭😭...ଏସ୍ ଏସ୍ ଏନେ✍️..