ହାତ ଲେଖା ଚିଠି ଖଣ୍ଡେ ଚାହିଁ
ହାତ ଲେଖା ଚିଠି ଖଣ୍ଡେ ପାଆନ୍ତିକି ?
ଠିକଣା ଜାଗାରେ ମୋ ନାଁ ଥିବ,
ଖାକି ପିନ୍ଧା ଡାକ ପିଅନ ସାଇକେଲ ଟ୍ରିଙ୍ଗ ଟ୍ରିଙ୍ଗ କରି
ଆଣି ଦେଇ ଯିବ ହାତ ଲେଖା ଚିଠି ଖଣ୍ଡେ........
ଅକ୍ଷର ଗୋଲ ଗୋଲ ହେଇ ଥାଉ ଅବା ଚେପଟା
ଖୁବ ଛଟା ଛଟା ଅବା ପିଲାଳିଆ ----
କିଛି ଯାଏ ଆସେ ନାହିଁ
ହାତ ଲେଖା ଚିଠି ଟିଏ ଚାହିଁ.......
ସ୍ୟାହି ନୀଳ ହେଉବା...
ଠିକଣା ଜାଗାରେ ମୋ ନାଁ ଥିବ,
ଖାକି ପିନ୍ଧା ଡାକ ପିଅନ ସାଇକେଲ ଟ୍ରିଙ୍ଗ ଟ୍ରିଙ୍ଗ କରି
ଆଣି ଦେଇ ଯିବ ହାତ ଲେଖା ଚିଠି ଖଣ୍ଡେ........
ଅକ୍ଷର ଗୋଲ ଗୋଲ ହେଇ ଥାଉ ଅବା ଚେପଟା
ଖୁବ ଛଟା ଛଟା ଅବା ପିଲାଳିଆ ----
କିଛି ଯାଏ ଆସେ ନାହିଁ
ହାତ ଲେଖା ଚିଠି ଟିଏ ଚାହିଁ.......
ସ୍ୟାହି ନୀଳ ହେଉବା...