...

2 views

' ମା '...ଏସ୍ ଏସ୍ ଏନେ✍️..
ଏ ଜନ୍ମ ପରେ

ଯଦି କେବେ

ମୁଁ , ଆଉ ଜନ୍ମ ନେବି

ବୋଉଲୋ...ଏସ୍ ଏସ୍ ଏନେ✍️..

ଏତିକି କରିବୁ

ଆଶିଷ ମୋତେ

ଯେମିତି କେବଳ

ତୋ କୋଳରେ ହିଁ

ଜନ୍ମ ହେବି ।...ଏସ୍ ଏସ୍ ଏନେ✍️..

ଗୋଟିଏ ଜନ୍ମରେ

ଋଣ ତୋର

ଶୁଝିବା ଅସମ୍ଭବ

ବୋଉଲୋ ...

ତୋ ପାଇଁ ମୁଁ

କୋଟି ଜନ୍ମ ନେବି ।...ଏସ୍ ଏସ୍ ଏନେ✍️..

ମାତୃ ଦିବସରେ
ଅନେକ ଅନେକ ଶୁଭେଚ୍ଛା ❤️🙏