...

1 views

ନିର୍ବାଚନ ଗପ
ଲାଳସା ଉପରେ ନମ୍ରତା ର ଲେପ
ଲୋଭ ଦେଖାଇ ପକାନ୍ତି ଚାପ
ନିର୍ବାଚନ ବେଳେ ନେତା ଙ୍କ ର ଅଦ୍ଭୁତ ରୂପ
ନିଜ ସ୍ବାର୍ଥ ପାଇଁ ଗଢନ୍ତି କେତେ ଯେ ଗପ
କରନ୍ତି ସହସ୍ର ଶପଥ ପାଠ
ଟଙ୍କା ପାଇଁ ହୁଏ ଯାତରା ନାଟ
ରଖିବା ପାଇଁ ରାଜନେତା ଙ୍କ ମାନ
ବଳି ପଡ଼ିଯାଏ ଗରିବ ର ଆତ୍ମସମ୍ମାନ
© ଶ୍ଵେତା