ନୟନ
ନୟନ ଭରି ତୋତେ
ଦେଖିବି ବୋଲି ଥରେ
ଏ ଭିଡ଼ ଭିତରେ
ଖୋଜେ ମୁଁ ତୋର ଛବି
ବାସ୍ତବ ଥିଲୁ ଦିନେ...
ଦେଖିବି ବୋଲି ଥରେ
ଏ ଭିଡ଼ ଭିତରେ
ଖୋଜେ ମୁଁ ତୋର ଛବି
ବାସ୍ତବ ଥିଲୁ ଦିନେ...