...

2 views

- ପୋଡ଼ାମୁହିଁ - ଏସ୍ ଏସ୍ ଏନେ✍️..
ସେ ଆସି ଠିଆହେଲା ଆଗରେ ,
ପାଟିରେ ତାଲା ଦେଇ ବସିଥାଏ
ସବାଖାଇ !...ଏସ୍ ଏସ୍ ଏନେ✍️..

ସେ ଆଖି ଉଠେଇ ଚାହେଁନା ,
ଚାହିଁ ପାରେନା ,

କହେ ;
କେବଳ ଆଖିରେ ହିଁ ଦିଶେ ପ୍ରେମ !...ଏସ୍ ଏସ୍ ଏନେ✍️..

ତା ଓଠ ତଳେ ଅଜସ୍ର ଶଦ୍ଦ
ତା ଆଖିରେ ଆଖିଏ କାହାଣୀ ,

ତା ନିଶ୍ବାସରୁ ଶୁଭେ ବତାସ
ତା ଛାତି ତଳେ ଅନେକ କୋହ ,

ସେ କହେନା ;
ତୁମେ ଆଜିକାଲି ଖୁବ ମନେପଡ !...ଏସ୍ ଏସ୍ ଏନେ✍️..

ଫୋନ ଆସେ ଆଉ କଟିଯାଏ ,
ପୋଡ଼ାମୁହିଁ ମୁଖସ୍ଥ କଲାପରି ଯାହା ଘୋଷିଥାଏ
ସବୁ ନିରବତା ତଳେ ଲୁଚିଯାଏ !...ଏସ୍ ଏସ୍ ଏନେ✍️..

ଲୋକେ କିନ୍ତୁ କହନ୍ତି ;
ଖୁବ ମୁଖରା ଝିଅଟା , ହୁଁ !

ପୋଡ଼ାମୁହିଁ ହସେ ଫେରିଆସେ
ସମାଜ କୁ ପଛକରି
ଦୁଆର କିଳିଦିଏ !!!...ଏସ୍ ଏସ୍ ଏନେ✍️..

#ପୋଡ଼ାମୁହିଁ