HAPPY MENSTRUAL HYGIENE DAY...S S N✍️..
ଋତୁସ୍ରାବ ଏକ ଅଭିଶାପ ନୁହେଁ , ଏହା ହେଉଛି ନାରୀର ଏକ ମାସିକ ଧର୍ମ । ନାରୀଟି ଯେତେବେଳେ ପ୍ରଥମେ ରଜବତୀ ହୁଏ ସମସ୍ତେ କୁହନ୍ତି ତାଙ୍କ ଘର ଝିଅ ବଡ଼ଝିଅ ହୋଇଛି , ଆଉ ବିଶେଷକରି ମାଆ ମାନେ ମୁଣ୍ଡରେ ହାତ ଦେଇ କାନ୍ଦନ୍ତି ଏବଂ ମାଆର ଆଖି ଲୁହରେ ଅନେକ କିଛି କଷ୍ଟ ଲୁଚି ରହିଥାଏ , ସମସ୍ତେ କୁହନ୍ତି ଝିଅ ଏଥର ବଡ଼ ହେଲାଣି ଏଣିକି ତାକୁ ସବୁ ସଣ୍ଠଣା ଶିଖା ଘରର କାମ ପାଇଟି ସବୁ ଶିଖା ଏମିତି ଅନେକ କିଛି , ଆଉ ସେହି ଦିନଠୁ ଆରମ୍ଭ ହୋଇଯାଏ ଗୋଟେ ଝିଅର ବନ୍ଦୀ ଜୀବନ...ଏସ୍ ଏସ୍ ଏନେ✍️..
ବହୁତ କିଛି ଜିନିଷରେ ତାକୁ ବାରଣ କରିଦିଆଯାଏ , ବିଶେଷକରି ମାସିକ ଧର୍ମ ସମୟରେ ତାକୁ ଗୋବର ପାଣିରେ ଗାଧୋଇବା ପାଇଁ କୁହାଯାଏ , ଏବଂ ତା ପାଇଁ ଏକ ଉଦିଷ୍ଟ କୋଠରୀରେ ତାକୁ ରଖାଯାଏ ସେ କାହାକୁ ଦେଖିବନି କୁହାଯାଏ । ସେ ଯଦି କାହାକୁ ସେହି ଅବସ୍ଥାରେ ଦେଖେ ତେବେ ତାର ଅଶୁଭ ଛାଇ ପଡ଼ିଲେ ପିଲାମାନଙ୍କର ଦେହ ଖରାପ ହୁଏ ଏମିତି ଅନେକ କିଛି...ଏସ୍ ଏସ୍ ଏନେ✍️..
ପରନ୍ତୁ ଏବେ ଆଉ ସେ ସମୟ ନାହିଁ ଧୀରେ ଧୀରେ ସବୁକିଛି ବଦଳିଲାଣି ସମସ୍ତେ ଉଚ୍ଚ ଶିକ୍ଷିତ ବି ହେଲେଣି... ଆଉ ନାରୀର ମାସିକ ଧର୍ମ ବିଷୟରେ ବି ସ୍କୁଲ କଲେଜର ସମସ୍ତ ଛାତ୍ରୀ ମାନଙ୍କୁ ବି ଶିକ୍ଷା ଦିଆ ଯାଉଛି ବିଶେଷକରି ପ୍ରତି ସ୍କୁଲ ମାନଙ୍କରେ ବି ଝିଅ ମାନଙ୍କୁ ସାନିଟାରୀ ପ୍ୟାଡ଼ ମଧ୍ୟ ଦିଆଯାଉଛି...ନାରୀ ହେଉଛି ସର୍ବଂସହା ଜନନୀ ତାରି ପାଖରେ ହିଁ ସବୁକିଛି ଭରି ରହିଛି ସ୍ନେହ , ପ୍ରେମ , ଭଲ ପାଇବା , ଯଦି ନାରୀର ମାସିକ ଧର୍ମ ନହୁଏ ତ ସେ ମାଆ ହେବାର କ୍ଷମତା ହରେଇ ବସେ... ଏମିତି ଅନେକ କିଛି ସମସ୍ୟା ତା ବାଟ ଓଗାଳେ...ଏସ୍ ଏସ୍ ଏନେ✍️..
ତେଣୁ ନାରୀର ମାସିକ ଧର୍ମ ସମୟରେ ସେ ଅସହ୍ୟ ଯନ୍ତ୍ରଣା ଭୋଗିଥାଏ । କିନ୍ତୁ , ନୀରବ ରୁହେ ସେଥିରେ ଘର ଠୁ ଆରମ୍ଭ କରି ନିଜର କର୍ମକ୍ଷେତ୍ର ସବୁଠି ନିଜ କାମ ସେ କରିଚାଲେ...ଏହି ସମୟରେ ପେଟର ଯନ୍ତ୍ରଣା ସହିତ ଅଣ୍ଟା ବିନ୍ଧିବା ମୁଣ୍ଡ ବୁଲେଇବା ସହିତ ବାନ୍ତି ମଧ୍ୟ ହୋଇଥାଏ....ତେବେ ଆସନ୍ତୁ ସମସ୍ତେ ମିଳିମିଶି ନାରୀର ଏହି ଋତୁସ୍ରାବ ସମୟରେ ତାର ଯତ୍ନ ନେବା... ସେ ମାଆ ହୁଅନ୍ତୁ ଅବା ସ୍ତ୍ରୀ ଅବା ପ୍ରେମିକା...ଏସ୍ ଏସ୍ ଏନେ✍️..
ତେଣୁ ଏହି ସମୟରେ ତାଙ୍କ କଷ୍ଟକୁ ଲାଘବ କରିବା ପାଇଁ ତାଙ୍କ ଇଚ୍ଛା ମୁତାବକ ଆମକୁ ତାଙ୍କ ମନକଥା ବୁଝିବା , ତାଙ୍କୁ ବେଶୀ କାମ କରିବାକୁ ଦେବା ନାହିଁ ଏବଂ ତାଙ୍କୁ ଖୁସି ରଖିବାକୁ ଚେଷ୍ଟା କରିବା...ଏସ୍ ଏସ୍ ଏନେ✍️..
ଆଶାକରେ ସମସ୍ତେ ବୁଝିବେ ନିଶ୍ଚୟ....କାହିଁକି ନାଁ ସେଇ ନାରୀର ରକ୍ତ ରେ ହିଁ ଆମ ଶରୀର ଗଢ଼ା.... ସେଇ ନାରୀ ପାଖରୁ ହିଁ ଆମର ଆଗାମୀ ଭବିଷ୍ୟତ ଦୁନିଆଁକୁ ଆସିବ...ଏସ୍ ଏସ୍ ଏନେ✍️.. 🩸🩸