...

5 views

ମୁଁ ଝିଅ କହୁଛି
ଶୁଣି ଥାଅ ଥରେ ମୋ ଅଧିକାର ମୋ ସ୍ୱାଭିମାନ କଥା
ବର୍ଷବର୍ଷର କଟକଣା ଆଉ ନୁଆଁଇବନି ମୋ ମଥା

ଭୁଲି ଯାଅ ତୁମଇଛାରେମୁଁ ଘରୁଗୋଡ କାଢ଼ିବା ଚିନ୍ତା
ମନେରଖ ଏ ମୋର ଚେତାବନୀ ନୁହେଁ ଅନ୍ତରର ଭାଷା

ତୁମଇଛାରେ ପାଠ ପଢ଼ିବି ନ ପଢ଼ିବି ନିଷ୍ପତିର ଆଶା
ତୁମଇଛାରେ ତୁମକଥାରେହଁ ରେହଁ କରିବାର ପ୍ରତ୍ୟାଶା

ତୁମଆଗରେମୁଣ୍ଡ ଟେକିଠିଆ ହେବାର...